0 Comment
ଭୁବନେଶ୍ବର : ସୁବର୍ଣ୍ଣରେଖା ସିଷ୍ଟମରେ ବଡ ବନ୍ୟା ଆଶଙ୍କା କରାଯାଉଛି। ଝାଡଖଣ୍ଡ ଗାଲୁଡ଼ିହି ବ୍ୟାରେଜରୁ ଅଧିକ ପାଣି ଛଡାଯାଇଛି। ଶନିବାର ରାତି ୮ଟାରେ ୧୪ଟି ଗେଟ୍ ଦେଇ ସାଢେ ୩ଲକ୍ଷ କ୍ୟୁସେକ ଜଳ ଛାଡିଛି। ଏହାର ପ୍ରଭାବରେ ସୁବର୍ଣ୍ଣରେଖା ନଦୀରେ ଏକ ବଡ଼ ବନ୍ୟା ଆସିବା ଏକପ୍ରକାର ନିଶ୍ଚିତ ହୋଇଛି। ଏ ନେଇ ବାଲେଶ୍ବର ଓ ମୟୁରଭଞ୍ଜ ଜିଲାପାଳ ମାନଙ୍କୁ ଆଲର୍ଟ କରାଯାଇଛି। ମୁକାବିଲା ପାଇଁ ଅତିିରିକ୍ତ ୨ଟି ଲେଖାଏଁ ଓଡ୍ରାଫ ଓ ଏନଡିଆରଏଫ ଟିମ ପଠାଯାଇଛି।... Read More