0 Comment
ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡାର ଦଶମ ଦିନ ‘ସୁପର ସଣ୍ଡେ’ ସାବ୍ୟସ୍ତ ହୋଇଛି । ରବିବାର ଭାରତକୁ ୫ ସ୍ବର୍ଣ୍ଣ ସହ ମୋଟ ୧୫ଟି ପଦକ ମିଳିଛି। ଏଥିସହ ଭାରତର ମୋଟ ପଦକ ସଂଖ୍ୟା ୫୦ ଟପିଛି | ଭାରତ ଏପର୍ଯ୍ୟନ୍ତ ମୋଟ ୫୫ ପଦକ ସହ ପଞ୍ଚମ ସ୍ଥାନରେ ରହିଛି । ରବିବାର ବକ୍ସିଂରେ ନଖତ ଜରିନ୍, ନିତୁ ଏବଂ ଅମିତ ପଙ୍ଘଲ ନିଜ ନିଜ ବର୍ଗରେ ସ୍ୱର୍ଣ୍ଣ ଜିତିଥିଲେ। ଏଥିସହିତ ଟ୍ରିପଲ ଜମ୍ପରେ ଭାରତୀୟ ଆଥଲେଟ୍... Read More