0 Comment
ନୂଆଦିଲ୍ଲୀ : ଆଜି ଠାରୁ ଆକାଶରେ ଉଡିବ ‘ଆକାଶ ଏୟାର’ । ଷ୍ଟକ ମାର୍କେଟ ନିବେଶକ ରାକେଶ ଝୁନଝୁନୱାଲାଙ୍କ ଆକାଶ ଏୟାର ଆଜି ପ୍ରଥମ ଉଡାଣ ଆରମ୍ଭ କରିବ । ବିମାନଟି ପ୍ରଥମେ ମୁମ୍ବାଇରୁ ଅହମ୍ମଦାବାଦକୁ ଯାତ୍ରା ଆରମ୍ଭ କରିବ । ଆଜି ସକାଳ ୧୦ଟା ୫ମିନିଟ ସମୟରେ ବୋଇଙ୍ଗ ୭୩୭ ମ୍ୟାକ୍ସ ବିମାନ ମୁମ୍ବାଇରୁ ଉଡାଣ ଆରମ୍ଭ କରି ୧୧ଟା ୨୫ମିନିଟରେ ଅହମଦାବାଦରେ ପହଞ୍ଚିବ ଆକାଶ ଏୟାର । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ... Read More