0 Comment
ନୂଆଦିଲ୍ଲୀ: ଆଜି ଭାରତ-ୱେଷ୍ଟଇଣ୍ଡିଜ ଚତୁର୍ଥ ଟି-୨୦ । ଆମେରିକାର ଫ୍ଲୋରିଡାରେ ଖେଳାଯିବ ଏହି ମ୍ୟାଚ । ପାଞ୍ଚ ମ୍ୟାଚ ବିଶିଷ୍ଟ ଏହି ଟି-୨୦ ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି । ତୃତୀୟ ଟି-୨୦ରେ ଉଭୟ ବୋଲିଂ ଓ ବ୍ୟାଟିଙ୍ଗରେ ଦମଦାର ପ୍ରଦର୍ଶନ କରିଥିବା ରୋହିତ ବାହିନୀ ଆଜିର ମ୍ୟାଚକୁ ଜିତି ସିରିଜ ବିଜୟ ଲକ୍ଷ୍ୟ ରଖିଛି । ସେହିପରି ୱେଷ୍ଟଇଣ୍ଡିଜ ମଧ୍ୟ ନିଜର ବିଜୟ ପାଇଁ ସବୁ ଶକ୍ତି ଲଗାଇବ ବୋଲି ଜଣାପଡିଛି । ଭାରତ-ୱେଷ୍ଟଇଣ୍ଡିଜ... Read More