0 Comment
ସେଣ୍ଟ୍ କିଟ୍ସ : ସେଣ୍ଟ କିଟ୍ସର ଓ୍ଵାର୍ଣ୍ଣର ପାର୍କରେ ଖେଳାଯାଉଥିବା ତୃତୀୟ ଟି-୨୦ରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଦମଦାର ବ୍ୟାଟିଙ୍ଗରେ ଧରାଶାୟୀ ୱେଷ୍ଟଇଣ୍ଡିଜ । ୱେଷ୍ଟଇଣ୍ଡିଜକୁ ୭ ୱିକେଟ୍ରେ ହରାଇ ବିଜୟଧାରାକୁ ଫେରିଲା ଟିମ ଇଣ୍ଡିଆ । ଏଥିସହ ୫ ଟିକିଆ ଶୃଙ୍ଖଳାରେ ୨-୧ରେ ଆଗୁଆ ହୋଇଯାଇଛି। ଶୃଙ୍ଖଳାର ପ୍ରଥମ ମ୍ୟାଚ୍କୁ ଭାରତ ୬୮ ରନ୍ରେ ଜିତିଥିଲା। ଘରୋଇ ଇଣ୍ଡିଜ୍ ଦ୍ବିତୀୟ ମୁକାବିଲାକୁ ୫ ୱିକେଟ୍ରେ ଜିତି ସ୍ଥିତି ୧-୧କୁ ଆଣିଥିଲା। ହେଲେ ମଙ୍ଗଳବାରର ତୃତୀୟ ଲଢ଼େଇକୁ ସହଜରେ... Read More