0 Comment
ମୁମ୍ବାଇ: ଜମି ଦୁର୍ନୀତି ମାମଲାରେ ୬ ଘଣ୍ଟାରୁ ଅଧିକ ସମୟ ଜେରା ପରେ ଇଡି ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ରବିବାର ମଧ୍ୟରାତ୍ରିରେ ଗିରଫ କରିଛି। ଅଧିକାରୀମାନେ କହିଛନ୍ତି ଯେ ସେ ତଦନ୍ତରେ ସହଯୋଗ କରିବାକୁ ମନା କରିବାରୁ ତାଙ୍କୁ ଗିରଫ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ ରବିବାର ସକାଳ ପ୍ରାୟ ୭ ଟା ସମୟରେ ଇଡି ଅଧିକାରୀମାନେ ରାଉତଙ୍କ ବାସଭବନରେ ପହଞ୍ଚିଥିଲେ। ପାତ୍ରା ଚଲ୍ ଜମି ଦୁର୍ନୀତି ମାମଲାରେ ରାଉତଙ୍କୁ ପଚରାଉଚରା କରାଯାଇଥିଲା। ଏହି ସମୟରେ... Read More