0 Comment
କୋଲକାତା: ପଶ୍ଚିମବଙ୍ଗର କୁଚ୍ ବିହାରରେ ଘଟିଛି ଛାତିଥରା ଘଟଣା । କୁଚ୍ ବେହାର ଜିଲ୍ଲାରୁ ପିକଅପ୍ ଭ୍ୟାନରେ ଶିବଙ୍କୁ ଜଳ ଅର୍ପଣ କରିବାକୁ ଜଲପାଇଗୁଡି ଜିଲ୍ଲାର ଜଲପେଶ ମନ୍ଦିରକୁ ଯାଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ୧୦ ଜଣ କାଉଡିଆଙ୍କ ମୃତ୍ୟୁ ହୋଇଛି । ରବିବାର ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି । ଏହି ଘଟଣାରେ ଅନ୍ୟ ୧୬ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଜାଲପାଇଗୁଡିର ସୁପର ସ୍ପେସିଆଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡିଜେ ବଜାଇବା... Read More