0 Comment
ନୂଆଦିଲ୍ଲୀ : କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ଝଟକା । ତାଙ୍କ ବିରୋଧରେ ବିଚାରାଧୀନ ବାରବାଟୀ-କଟକ ବିଧାନସଭା ଆସନ ନିର୍ବାଚନ ଅନିୟମିତତା ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସେ କରିଥିବା ଆବେଦନ ସୁପ୍ରିମକୋର୍ଟରେ ଖାରଜ ହୋଇଛି । ଏହି ନିବାର୍ଚନୀ ଅନିୟମିତତା ମାମଲା ରଦ୍ଦ ପାଇଁ ପ୍ରଥମେ ବିଧାୟକ ମୋକିମ ହାଇକୋର୍ଟରେ ଆବଦେନ କରିଥିଲେ । କିନ୍ତୁ ଜୁନ ୩୦ରେ ହାଇକୋର୍ଟ ଆବେଦନକୁ ଖାରଜ କରିବା ପରେ ଏହାକୁ ଚ୍ୟାଲେଞ୍ଜ କରି ସେ ସୁପ୍ରିମକୋର୍ଟକୁ... Read More