0 Comment
ମୁମ୍ବାଇ: ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ସେ ଶୁକ୍ରବାର ଦିନ ଶିବସେନା ଭବନରେ ପହଞ୍ଚି କହିଛନ୍ତି ଯେ ଏକନାଥ ସିନ୍ଦେ ଶିବସେନାର ମୁଖ୍ୟମନ୍ତ୍ରୀ ନୁହଁନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ଯେଉଁଭଳି ଭାବରେ କ୍ଷମତା ଖେଳ ଖେଳାଯାଇଛି, ତାହା ଗଣତନ୍ତ୍ରକୁ ପରିହାସ କରିଛି। ସେ କହିଛନ୍ତି ଯେ ଯଦିଓ କିଛି ଲୋକ କ୍ଷମତା ପାଇଁ ବଡ଼ ଖେଳ ଖେଳିଛନ୍ତି, କିନ୍ତୁ... Read More