0 Comment
ବାଲେଶ୍ୱର : ଲଘୁଚାପ ବର୍ଷାରେ ରାଜ୍ୟର ବିଭିନ୍ନ ନଦୀରେ ବନ୍ୟା ଜଳ ଆସିଛି । ବର୍ଷା କମିଯାଇଥିଲେ ବି ବାଲେଶ୍ୱର ଜିଲାରେ ବନ୍ୟାର ବିଭୀଷିକା ଦେଖା ଦେଇଛି । ବାଲେଶ୍ୱର ଜିଲାରେ ପ୍ରବାହିତ ପ୍ରମୁଖ ୩ଟି ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି । ଜଳେଶ୍ୱର ବ୍ଲକ ରାଜଘାଟ ଠାରେ ବିପଦ ସଂକେତ ଟପିଲା ସୁବର୍ଣ୍ଣରେଖା । ଏହାର ବିପଦ ସଂକେତ ୧୦.୩୬ ଥିବା ବେଳେ ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ୧୧.୧ ମିଟରରେ ବନ୍ୟାଜଳ ପ୍ରବାହିତ ହେଉଛି... Read More