0 Comment
ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରେ କମୁଛି ବନ୍ୟା ଜଳ । ଉପରମୁଣ୍ଡରେ ବର୍ଷା କମିଥିବାରୁ ଧୀରେ ଧୀରେ ବନ୍ୟା ଜଳ କମିବାରେ ଲାଗିଛି । ଏବେ ହୀରାକୁଦରେ ୬୨୧.୦୨ ଫୁଟ୍ ପାଣି ରହିଛି । ବର୍ତ୍ତମାନ ୨୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ଜାରି ରହିଛି । ସେହିପରି ପ୍ରତି ସେକେଣ୍ଟରେ ୨.୧୬ ଲକ୍ଷ କ୍ୟୁସେକ୍ ପାଣି ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡରେ ୩.୫୪ ଲକ୍ଷ କ୍ୟୁସେକ୍ ଜଳ ବାହାରୁଛି । ସୂଚନା ଯେ,... Read More