0 Comment
ନୂଆଦିଲ୍ଲୀ : ବଲିଉଡ୍ ଅଭିନେତା ଶ୍ରେୟସ ତଲପଡେଙ୍କୁ ହୃଦଘାତ । ଗତକାଲି ସନ୍ଧ୍ୟାରେ ଫିଲ୍ମ ସୁଟିଂରୁ ଫେରିବା ପରେ ବାସଭବନରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଶ୍ରେୟସଙ୍କ ଏଞ୍ଜିଓପ୍ଲାଷ୍ଟି କରାଯାଇଛି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ସୂଚନା ମିଳିଛି। ୪୭ ବର୍ଷୀୟ ଅଭିନେତା ଶ୍ରେୟସ୍ ତଲପଡେ ଅକ୍ଷୟ କୁମାରଙ୍କ ସହ ଫିଲ୍ମ ‘ୱେଲକମ୍ ଟୁ ଜଙ୍ଗଲ’ର ସୁଟିଂ କରୁଥିଲେ। ସେଠାରେ ସେ ସ୍ୱାଭାବିକ ଥିବା ବେଳେ ସହ ଅଭିନେତାଙ୍କ... Read More