0 Comment
ନୂଆଦିଲ୍ଲୀ : ୟୁନିକ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ବିନା ଶୁଳ୍କରେ ଆଧାର ଅପଡେଟ କରିବା ସମୟସୀମାକୁ ତିନିମାସ ବୃଦ୍ଧି କରିଛି । ପୂର୍ବରୁ ଏହି ସମୟସୀମା ଥିଲା ସେପ୍ଟେମ୍ବର ୧୪ ତାରିଖ । ଏବେ ଏହି ସମୟସୀମା ଡିସେମ୍ବର ୧୪କୁ ବୃଦ୍ଧି କରାଯାଇଛି। ଅର୍ଥାତ୍ ଡିସେମ୍ବର ୧୪ ସୁଦ୍ଧା ‘ମାଇ ଆଧାର ପୋର୍ଟାଲ’ ମାଧ୍ୟମରେ ମାଗଣାରେ ଆଧାର ଅପଡେଟ କରିହେବ । ଯେଉଁମାନଙ୍କ ଆଧାରକାର୍ଡ଼ ୧୦ କିମ୍ବା ତାହାଠାରୁ ଅଧିକ ବର୍ଷ ଧରି ଅପଡେଟ... Read More