0 Comment
କେନ୍ଦୁଝର, ୧୦/୮ କେନ୍ଦୁଝର ଜିଲ୍ଲା ର ଯୋଡ଼ା ଖଣି କ୍ଷେତ୍ରରେ ଥିବା ଟାଟା ଷ୍ଟିଲ ଲିମିଟେଡ ର ଯୋଡାୱେଷ୍ଟ ଲୌହ ଓ ମାଙ୍ଗାନିଜ୍ ଖଣିର ସମ୍ପ୍ରସାରଣ ନିମନ୍ତେ ଜନଶୁଣାଣୀ ଗୁରୁବାର ବିଚାକୁଣ୍ଡି ଠାରେ ଅନୁ୍ଷ୍ଠିତ ହୋଇଯାଇଛି ।ସମୁଦାୟ ୧୪୩୭.୭୧୯ ହେକ୍ଟର ପରିମିତ ଖଣି ଲିଜ୍ ଅଞ୍ଚଳରେ ଅବସ୍ଥିତ ଏହି ଖଣିରୁ ମାଙ୍ଗାନିଜ୍ ଉତ୍ପାଦନ କ୍ଷମତା ବାର୍ଷିକ ୧.୮ ଲକ୍ଷ ଟନ୍ ରୁ ୮ ଲକ୍ଷ ଟନ ଏବଂ ଲୌହ ପଥର ଉତ୍ପାଦନ କ୍ଷମତା ଓଭରବର୍ଡନ ଉତ୍ପାଦନ ସହିତ... Read More