0 Comment
ନବରଙ୍ଗପୁର, (ସରୋଜ କୁମାର ବେହେରା) ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ସଦର ପଞ୍ଚାୟତ ଠାରେ” ମାଁ ଭଣ୍ଡାର ଘରଣୀଙ୍କ ନୂତନ ମନ୍ଦିର ନିର୍ମାଣ ଓ ଦହଣା ପଞ୍ଚାୟତରେ ଗ୍ରାମ୍ୟ ଉଦ୍ୟାନ ନିମନ୍ତେ ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ ଓ ନବରଙ୍ଗପୁର ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀ “ଭୂମିପୂଜନ “କରିଥିଲେ। ଜଗନ୍ନାଥପୁର ପଞ୍ଚାୟତରେ ଥିବା ମା ଭଣ୍ଡାର ଘରଣୀ ମନ୍ଦିର ନିର୍ମାଣ ନିମନ୍ତେ ଫାଇବ ଟି ଅନୁଦାନ ୧୦ ଲକ୍ଷ ଟଙ୍କା... Read More