0 Comment
ସମ୍ବଲପୁର : ଆଇଆଇଏମ ସମ୍ବଲପୁରର ଏମବିଏ ପାଠ୍ୟକ୍ରମର ନବମ ବ୍ୟାଚର ଆଜି ଶୁଭାରମ୍ଭ ଏହାର ବସନ୍ତପୁର ସ୍ଥିତ ନୂତନ କ୍ୟାମ୍ପସରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଏହି ଅନୁଷ୍ଠାନରେ ସର୍ବାଧିକ ୩୨୦ ଛାତ୍ରଛାତ୍ରୀଙ୍କ ନାମ ଲେଖାଇଥିବା ବେଳେ ଏଥିରୁ ୬୦ ପ୍ରତିଶତ କେବଳ ଛାତ୍ରୀ ଅଛନ୍ତି। ଆଜି ଏହାର ଶୁଭାରମ୍ଭ ଅବସରରେ ନିର୍ଦ୍ଦେଶକ ପ୍ରଫେସର ମହାଦେଓ ପ୍ରସାଦ ଜୟସ୍ୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରବେଶ ଉତ୍ସବରେ ଅତିଥି ଭାବେ ବେଦାନ୍ତ ଲିମିଟେଡର ସଭାପତି ତପନ କୁମାର ଚାନ୍ଦ ଏବଂ... Read More