0 Comment
ବେଜିଂ : ଚର୍ଚ୍ଚାରେ ଚୀନର ଆଉ ଏକ ସାଙ୍ଘାତିକ ଗବେଷଣା । ବାର୍ଦ୍ଧକ୍ୟ ଜନିତ ଅସୁବିଧା ରୋକିବାକୁ ରିସର୍ଚ୍ଚ ଚଲାଇଛନ୍ତି ଚୀନ ବୈଜ୍ଞାନିକ । ସାରା ବିଶ୍ୱକୁ କୋଭିଡ ମହାମାରୀକୁ ଠେଲି ଦେଇଥିଲା ଚୀନର ଉହାନ ଲ୍ୟାବ । ଏବେ ଚୀନ ଲ୍ୟାବର ଆଉ ଏକ ଗବେଷଣା ସମସ୍ତଙ୍କୁ ବିଚଳିତ କରିଛି । ଏହି ଗବେଷଣା ଆରମ୍ଭ କରିଛନ୍ତି ଚାଇନିଜ୍ ବୈଜ୍ଞାନିକ ‘ହି ଜିଆନକୁଇ’ । ୨୦୧୮ରେ ‘ଜିନ୍ ଏଡିଟେଡ୍’ ଶିଶୁ ପ୍ରେଜେଣ୍ଟ କରି ବିବାଦକୁ ଆସିଥିଲେ... Read More