0 Comment
ବେଙ୍ଗାଲୁରୁ: ଏକ ମାନହାନି ମାମଲାରେ ବେଙ୍ଗାଲୁରୁର ଏକ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଓ କର୍ଣ୍ଣାଟକ କଂଗ୍ରେସ ପ୍ରଦେଶ କମିଟି (କେପିସିସି)କୁ ସମନ ଜାରି କରିଛନ୍ତି । ଆଇପିସିର ଧାରା ୪୯୯ (ମାନହାନି) ଏବଂ ଧାରା ୫୦୦ (ମାନହାନି ପାଇଁ ଦଣ୍ଡ) ଅନୁଯାୟୀ ଏହି ମାମଲାକୁ ଗ୍ରହଣ କରି ବେଙ୍ଗାଲୁରୁର ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ କୋର୍ଟ ଏହାର ଶୁଣାଣି ପାଇଁ ଜୁଲାଇ ୨୭କୁ ଦିନ... Read More