0 Comment
ଅହମ୍ମଦାବାଦ: ଆରବ ସାଗରରେ ସୃଷ୍ଟ ବାତ୍ୟା ‘ବିପର୍ଯ୍ୟୟ’ ଗୁରୁବାର (ଜୁନ୍ ୧୫) ଗୁଜରାଟର କଚ୍ ନିକଟରେ ସ୍ଥଳଭାଗ ଅତିକ୍ରମ କରିବ । ଏହି ଅତି ଭୀଷଣ ବାତ୍ୟାର ପ୍ରଭାବ ଗୁଜରାଟ ଉପକୂଳରେ ଦେଖିବାକୁ ମିଳୁଛି । ସମୁଦ୍ର ଅଶାନ୍ତ ହୋଇପଡିଛି। ଦେଶର ପଶ୍ଚିମ ଉପକୂଳବର୍ତ୍ତୀ ରାଜ୍ୟ ଗୁଡ଼ିକରେ ପ୍ରବଳ ପବନ ସହିତ ବର୍ଷା ଆରମ୍ଭ ହୋଇଯାଇଛି | ‘ବିପର୍ଯ୍ୟୟ’କୁ ଦୃଷ୍ଟିରେ ରଖି ଗୁଜରାଟର ୮ଟି ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି । କେନ୍ଦ୍ର ସରକାର ପରିସ୍ଥିତି... Read More