0 Comment
ଇମ୍ଫାଲ: ମଣିପୁରରେ ହିଂସା ସହ ଜଡ଼ିତ କିଛି ମାମଲାର ତଦନ୍ତ ସିବିଆଇ କରିବ । ମଣିପୁର ସ୍ଥିତି ନେଇ ଏକ ସମୀକ୍ଷା ବୈଠକ କରିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଏହି ସୂଚନା ଦେଇଛନ୍ତି । ଶାହା କହିଛନ୍ତି ଯେ ଏପ୍ରିଲ ୨୯ରେ ମଣିପୁର ହାଇକୋର୍ଟଙ୍କ ତରବରିଆ ରାୟ ଯୋଗୁଁ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସାର ସୂତ୍ରପାତ ହୋଇଥିଲା । ଶାହା କହିଛନ୍ତି, ହିଂସା ଘଟଣାର ତଦନ୍ତ ପାଇଁ... Read More