0 Comment
କଲମ୍ବୋ : ବଳାତ୍କାର ଅଭିଯୋଗରେ ଗିରଫ କ୍ରିକେଟର ଦନୁସ୍କା ଗୁଣତିଳକାଙ୍କୁ ଶ୍ରୀଲଙ୍କା ବୋର୍ଡ ସମସ୍ତ ଫର୍ମାଟରୁ ନିଲମ୍ବିତ କରିଛି। ଶ୍ରୀଲଙ୍କା ଟି-୨୦ ବିଶ୍ୱକପ ଦଳର ଜଣେ ସଦସ୍ୟ ଗୁଣତିଳକାଙ୍କୁ ବଳାତ୍କାର ଅଭିଯୋଗରେ ରବିବାର ଅଷ୍ଟ୍ରେଲିଆ ପୋଲିସ ସିଡନୀରୁ ଗିରଫ କରିଥିଲା। ଶ୍ରୀଲଙ୍କା ଦଳ ନିଜ ବିଶ୍ବକପ୍ ଅଭିଯାନ ଶେଷ କରିବା ପରେ ରବିବାର ଗୁଣତିଳକାଙ୍କ ବିନା ସ୍ବଦେଶ ଫେରିଥିଲା। ଅଷ୍ଟ୍ରେଲିଆ ପୋଲିସର ସୂଚନାନୁସାରେ, ଗୁଣତିଳକାଙ୍କ ବିରୋଧରେ ଜଣେ ୨୯ ବର୍ଷୀୟା ମହିଳା ବଳାତ୍କାର ଅଭିଯୋଗ କରିଥିଲେ। ଦୁହେଁ... Read More