0 Comment
ଭୁବନେଶ୍ୱର : ରାଜ୍ୟରେ ଅନେକ ଅଞ୍ଚଳରେ ଗତ ଦୁଇ ଦିନ ହେବ ମେଘୁଆ ପାଗ ରହିବା ସହ କେତେକ ସ୍ଥାନରେ ବର୍ଷା ମଧ୍ୟ ହୋଇଛି । ଏଭଳି ପାଗ ଆସନ୍ତା ଅକ୍ଟୋବର ୯ ତାରିଖ ଯାଏଁ ଲାଗିରହିବା ସହ ବର୍ଷା ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ବଙ୍ଗୋପସାଗରରେ ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ଗୋଟିଏ ପରେ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହ ଲଘୁଚାପର ରୂୂପ ନେବାର ସମ୍ଭାବନା ମଧ୍ୟ... Read More