0 Comment
ନୂଆଦିଲ୍ଲୀ : ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ମିଳିଲା ଖୁସି ଖବର । ଇଂଲଣ୍ଡର କାଉଣ୍ଟିଂ କ୍ରିକେଟ୍ ଖେଳିବେ ସିରାଜ । ୍ୱାରଓ୍ୱିକସାୟର କାଉଣ୍ଟିଂ କ୍ରିକେଟ୍ କ୍ଲବ୍ କାଉଣ୍ଟିଂ ଚାମ୍ପିଅନସିପର ତିନୋଟି ମ୍ୟାଚ୍ ପାଇଁ ସିରାଜଙ୍କୁ ଦଳରେ ନେଇଛି । ସେ ସେପ୍ଟେମ୍ବର ୧୨ରେ ଆରମ୍ଭ ହେବାକୁ ଥିବା ସମରସେଟ୍ ବିପକ୍ଷ ଓ୍ୱାରଓ୍ୱିକସାୟରର ଘରୋଇ ମ୍ୟାଚ୍ ପୂର୍ବରୁ ବର୍ମିଂହାଂମରେ ପହଁଚିବେ ବୋଲି ଆଶା କରାଯାଉଛି । ଏନେଇ ସିରାଜ କହିଛନ୍ତି ଯେ, ସେ ସଦାବେଳେ ଭାରତ... Read More