0 Comment
ଇସଲାମାବାଦ : ନେଦରଲ୍ୟାଣ୍ଡ ଓ ୟୁଏଇରେ ହେବାକୁ ଥିବା ଆଗାମୀ ଟି-୨୦ ଏସିଆ କପ୍ ପାଇଁ ପାକିସ୍ତାନ ନିଜର ମଜବୁତ ଦଳ ଘୋଷଣା କରିଛି । ପାକିସ୍ତାନ ୨୮ ଅଗଷ୍ଟରେ ଭାରତ ବିପକ୍ଷରେ ଏସିଆ କପରେ ନିଜର ପ୍ରଥମ ମ୍ୟାଚ ଖେଳିବ । ଷ୍ଟାର ପେସର୍ ଶାହିନ୍ ଆଫ୍ରିଦି ଉଭୟ ଦଳରେ ଅନ୍ତର୍ଭୁକ୍ତ ହୋଇଛନ୍ତି ଓ ଗତ ମାସରେ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ ହାରିଯିବା ପରେ ନେଦରଲ୍ୟାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ସୁପର ଲିଗ୍... Read More