0 Comment
ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଭାରତର ସବୁଠାରୁ ବଡ଼ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ରେ ଏଇ କିଛି ଦିନ ହେବ ଉତ୍ତରାଧିକାରୀ ବନିବା ପ୍ରକ୍ରିୟା ଆରମ୍ଭ ହୋଇଛି। ନିକଟରେ ମୁକେଶ ଅମ୍ବାନୀ ବଡ଼ ପୁଅ ଆକାଶ ଅମ୍ବାନୀଙ୍କୁ ରିଲାଏନ୍ସ ଜିଓର ଦାୟିତ୍ବ ଭାର ଦେଇଥିବା ବେଳେ ଏବେ ଚର୍ଚ୍ଚା ଉଠୁଛି କି ଈଶାଙ୍କ ଭାଗ୍ୟରେ ପଡ଼ିବ ରିଲାଏନ୍ସ ରିଟେଲ୍ ଭେଞ୍ଚର୍ସ। ପ୍ୟାରେଣ୍ଟ୍... Read More